ଶମ୍ପିବା
ଶମ୍ପିବା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଶମ୍ପିବା
|
ଦେଶଜ - କ୍ରି—(ସଂସ୍କୃତ - ଶପ୍ ଧାତୁ=ଶାପଦେବା) ସମ୍ପାଦନା
- ୧. ଅଭିଶାପ ଦେବା —୧. To curse.
- ୨. ଗାଳିଦେବା —୨. To abuse.
[ଦ୍ରଷ୍ଟବ୍ୟ —ସ୍ତ୍ରୀ ଲୋକମାନେ ଶତ୍ରୁକୁ କିମ୍ୱା ଯାହା ସଙ୍ଗେ କଳି କରନ୍ତି, ତାକୁ ଶମ୍ପନ୍ତି ତୁ ମର, ତୋ ପୁଅ ମରୁ, ତୋ ସ୍ୱାମୀ ମରୁ, ତୋ କୁଳବୁଡ଼ୁ, ଇତ୍ୟାଦି ଅଭିଶାପଯୁକ୍ତ ଗାଳି ଦିଅନ୍ତି]