ଶମ୍ପା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ -(ଶମ୍=ସୁଖ, ହର୍ଷ+ପା ଧାତୁ=ପାନ କରିବା ଅର୍ଥାତ୍ ନଷ୍ଟ କରିବା+କର୍ତ୍ତୃ. ଅ+ଆ; ଯାହାର ନିଜର ପ୍ରଭାବଦ୍ୱାରା ଦର୍ଶକରେ ହର୍ଷକୁ ନାଶ କରେ) ସମ୍ପାଦନା

୧. ବିଦ୍ୟୁତ; ତଡ଼ିତ୍ ୧. Lightning.
୨. କଟି (ହିନ୍ଦୀ - ଶ) —୨. Waist.

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ -(ସଂସ୍କୃତ - ଶପ୍ ଧାତୁ=ଅଭିଶାପ ଦେବା) ସମ୍ପାଦନା

୧. ଶମ୍ପିବା; ଗାଳିଦେବା —୧. Abusing.
୨. ଅଭିଶାପ ଦେବା —୨. Cursing.
୩. ଅଭିସଂପାତ — ୩. Curse; imprecation.