ଶବର ଚନ୍ଦନ
- ଅନ୍ୟ ସଂସ୍କୃତ - ନାମ—ଶମ୍ୱର, ଚନ୍ଦନ, ଗନ୍ଧକାଷ୍ଠ, କୈରତକ, କୈରାତ, ବଲ୍ଲ (ଲ୍ୟ) ବଲଗନ୍ଧ, ଶୈଳଗନ୍ଧ, ବର, ଶମ୍ୱ]
- ବଙ୍ଗାଳୀ: শবর চন্দন
- ହିନ୍ଦୀ: शवरचन्दन
|
ଏକ ପ୍ରକାର ଚନ୍ଦନ ଗଛ —A species of a sandle tree.
[ଦ୍ରଷ୍ଟବ୍ୟ —ଏହା ଶୀତବୀର୍ଯ୍ୟ, ତିକ୍ତରସ ଓ ପିତ୍ତ କଫ ନାଶକ, ବିସ୍ଫଟକ, ପାମା, କଣ୍ଡୁ ଶ୍ରମ, ବାୟୁ ଗ କର୍ଣ୍ଣାଦି କୁଷ୍ଠ, ଳୂତା— ବିଷ, ପିପାସା ଓ ମୋହ ବିନାଶକ ଅଟେ ଏହାର ବର୍ଣ୍ଣ ନାଲିମିଶା ଧଳା]