ଶତଶଃ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ସଂସ୍କୃତ - ଅବ୍ୟୟ—(ଶତ+ଶତ୍; ବାରାର୍ଥେ) ସମ୍ପାଦନା

୧. ଶହେ ଥର — ୧. A hundred times.
୨. ଶତ ସଂଖ୍ୟାରେ; ଶହେ ପରିମିତ —୨. By hundreds.
୩. ଶହେ ପ୍ରକାରେ —୩. In hundred ways.
୪. ଶହେ ଗୁଣରେ —୪. Hundredfold.