ଶଢ଼ା

ଉଚ୍ଚାରଣ

ସମ୍ପାଦନା

ଅନୁବାଦ

ସମ୍ପାଦନା

ଦେଶଜ - ବିଶେଷଣ - (ସଂସ୍କୃତ - ଶଟ୍ ଧାତୁ=ଅବସନ୍ନ ହେବା, ବା ଶଟ= ଅମ୍ଳରସ; ଅନ ଆଦି ଶଢ଼ା ହେଲେ ଅମ୍ଳ ହୁଏ)

ସମ୍ପାଦନା
୧. ବିକୃତି; ପର୍ଯ୍ୟୁଷିତ (ଅନ୍ନ ବ୍ୟଞ୍ଜନାଦି) — ୧. Become stale or musty; decomposed.
୨. ପୋଚିଆ; ପୋଚା; ପୋଚରା; ପଚା (ଫଳାଦି) — ୨. Rotten; puterfied.
୩. ପୂଯପୂର୍ଣ୍ଣ; ପଚା
(ଘାଆ, କ୍ଷତ) —୩. Putrid; gangrened; gangrenous; full of pus; purulent.
(ଶଢ଼ୀ—ସ୍ତ୍ରୀ) 

ଅନୁବାଦ

ସମ୍ପାଦନା

ପୁଲିଙ୍ଗ -

ସମ୍ପାଦନା

ଯେଉଁ ବ୍ୟକ୍ତିର ଦେହରେ କ୍ଷତ ଆଦି ପାଚିବା ଯୋଗୁଁ ଦେହ କଦର୍ଯ୍ୟ ହୋଇଥାଏ — (a person) Whose body is full of rotten sores.



ଶଢ଼ା

ଉଚ୍ଚାରଣ

ସମ୍ପାଦନା

ଦେଶଜ - ବିଶେଷଣ -

ସମ୍ପାଦନା

ଶଡ଼ା (ଦେଖ) - Ṡaṟḍ̠ẖā (See)