ଶଗଡ଼ ଦଣ୍ଡା
ଶଗଡ଼ ଦଣ୍ଡା
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଶଗଡ଼ ଦଣ୍ଡା
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶକଟା+ଦଣ୍ଡା)
ସମ୍ପାଦନା- ୧. ଶଗଡ଼ର ଯେଉଁ ଦୁଇଟି ଦଣ୍ଡ ଆଗ ପାଖରେ ଝୁରାରେ ମିଳିଥାଏ ଓ ପଛରେ ଦ୍ୱିଭୂଜ ହୋଇ ବାହାରିଥାଏ —୧. The beams or arms of a cart.
- ୨. ଶଗଡ଼ର ଦଣ୍ଡ ଦ୍ୱୟର ପଶ୍ଚାଦଭାଗସ୍ଥ ଶେଷାଂଶ; ମୁଠା —୨. The back ends of the beams of of a cart.
[ଦ୍ରଷ୍ଟବ୍ୟ — ଏହାକୁ ହାତରେ ଧରି ବଳ ପ୍ରୟୋଗ କଲେ ଶଗଡ଼ର ଆଗ ପାଖର ଗତି ବିପରୀତ ଦିଗକୁ ନିୟନ୍ତ୍ରିତ ହୁଏ]