ଶଗଡ଼ ଢିପିଢିପେଇବା

ଶଗଡ଼ ଢିପିଢିପେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

ଗାଡ଼ିର ଦଣ୍ଡାର ପଛମୁଣ୍ଡରେ ଉପର୍ଯ୍ୟୁପରି ଭାର ପ୍ରୟୋଗ ଓ ଭାରକୁ ଉଠାଇ ନେବାଦ୍ୱାରା ଶଗଡ଼ର ଏ ମୁଣ୍ଡ ସେ ମୁଣ୍ଡ ଅଖ ଉପରେ ଉଠୁଥିବା ଓ ପଡ଼ୁଥିବା — The state of a cart moving like a see- saw by alternately applying load and lessening it on the back end.