ଶଗଡ଼ କଟେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରି. ସମ୍ପାଦନା

ବିପରୀତ ଦିଗରୁ ଆସୁଥିବା ଶଗଡ ଆଦି ସଙ୍ଗେ ଧକ୍କା ନ ଲାଗିବା ଉଦ୍ଦେଶ୍ୟରେ ଶଗଡ଼ର ବଳଦଙ୍କୁ ନିୟମିତ କରି ଶଗଡ଼କୁ ଏକପାଖିଆ କରାଇବା —To cause a carts to swerve to one side, so as not to collide with another cart or conveyance coming from the opposite dircetion.