ଶକ୍ୟ ପାଇବା
ସମର୍ଥ ହେବା; କୌଣସି କାର୍ଯ୍ୟ କରିବାକୁ ସାମର୍ଥ୍ୟଯୁକ୍ତ ହେବା —Being able to do a thing.
[ଯଥା—ରୋଗ ଯୋଗୁଁ ଚାଲିବାକୁ ମୋର ଶକ୍ୟ ପାଉନାହିଁ]