ଶକ୍ୟ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ସଂସ୍କୃତ - ବିଣ—(ଶକ୍ ଧାତୁ=ପାରିବା+କର୍ମ. ଯ) ସମ୍ପାଦନା

୧. ସମ୍ଭବପର; ଯାହା ହୋଇପାରେ ବା ଘଟିପାରେ; ଘଟିବାଯୋଗ୍ୟ — ୧. Feasible; possible; probable.
୨. ସାଧ୍ୟ; ଯାହା ସାଧିତ ହୋଇ ପାରେ —୨. Performable, accomplishable; capable of being
performed; practicable.

୩. ଶକ୍ତିଦ୍ୱାରା ବୋଧ୍ୟ — ୩. Capable of being understood by one's ability.
୪. ବାଚ୍ୟ; ବଚନଦ୍ୱାରା ପ୍ରକାଶିତ ହେବା ଯୋଗ୍ୟ —୪. Expressible.
୫. ଅଭିଧାବୃତ୍ତିଦ୍ୱାରା ବୋଧ୍ୟ (ଶବ୍ଦ); ବାଚ୍ୟ (ଶବ୍ଦ) —୫. Predicable (word); (a word) Which can be understood from its derivation or import.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

ଶବ୍ଦଶକ୍ତିଦ୍ୱାରା ପ୍ରକଟିତ ଅର୍ଥ (ହିନ୍ଦୀ - ଶ) —The connotative meaning of a word.

(ଯଥା—'ଅଗ୍ନି' ଶବ୍ଦରୁ ଅଭିଧା ବୃତ୍ତିଦ୍ୱାରା 'ଅଙ୍ଗାର'ର ବୋଧ ହୁଏ ଅତଏବ 'ଅଗ୍ନି' ଶବ୍ଦର 'ଅଙ୍ଗାର' ଶବ୍ଦ 'ଶକ୍ୟ' ବା ବାଚ୍ୟ ଅଟେ—ହିନ୍ଦୀ - ଶ)

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

କୌଣସି କାର୍ଯ୍ୟ ସାଧିବାର ଶକ୍ତି; କ୍ଷମତା; ଶକ୍ୟତା; ସାମର୍ଥ୍ୟ — Powder or ability to do a thing; strength.

[ଯଥା—ଏ ବୁଢ଼ା ବୟସରେ ମୋର ବିଛଣାରୁ ଉଠିବାର ଶକ୍ୟ ନାହିଁ ଉ—ଅହି ପରି ରହିଛି ଯିବା ଶକ୍ୟ ନାହିଁ—କୃଷ୍ଣସିଂହ. ମହାଭାରତ ବନ ]

ଦେଶଜ - ବିଶେଷଣ - ସମ୍ପାଦନା

କ୍ଷମ; ସମର୍ଥ —Compentent; able.

[ଉ—ସ୍ତୁତି କରଣେ ଶକ୍ୟ ନୋହେ; କଣ୍ଠ ଗଦ୍ଗଦେ ବାକ୍ୟ କହେ— ଜଗନ୍ନାଥ. ଭାଗବତ]