ଶକ୍ର ଧ୍ୱଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବି—(ଶକ୍ରଙ୍କ ପୂଜା ନିମିତ୍ତ ନିର୍ମିତ ଧ୍ୱଜ; ମ. ପ. ଲୋ.) ସମ୍ପାଦନା

ପତାକା ବିଶେଷ —A flag set up in honour of Indra; a pillar worshipped on the

୧୨th day of the bright fortnight of the month of Bhādra.

[ଦ୍ରଷ୍ଟବ୍ୟ —ଭାଦ୍ରମାସ ଶୁକ୍ଳ ଦ୍ୱାଦଶୀ (ବାମନ ଜନ୍ମ) ଦିନଠାରୁ ପାଞ୍ଚଦିନ ପର୍ଯ୍ୟନ୍ତ ଇନ୍ଦ୍ରଙ୍କ ଉଦ୍ଦେଶ୍ୟରେ ପୂଜା କରାଯିବା ପାଇଁ ନିର୍ମିତ ଧ୍ୱଜାକାରସ୍ତମ୍ଭ ଏହି ନାମରେ କଥିତ]