ଶକ୍ରଜ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ପୁଂ—(ଶକ୍ର=ଇନ୍ଦ୍ର+ଜନ୍ଧାତୁ=ଜାତହେବା+ କର୍ତ୍ତୃ ଅ) ସମ୍ପାଦନା

ଇନ୍ଦ୍ରଙ୍କଠାରୁ ଉତ୍ପନ୍ନ —Born of Indra.

ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

୧. ଇନ୍ଦ୍ରଙ୍କ ପୁତ୍ର —୧. The son of Indra.
୨. ବାକ —୨. A crow. (Apte).