ଶକ୍ର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଶତ୍ରାଣୀ—ସ୍ତ୍ରୀ)
  • (file)

ସଂସ୍କୃତ - ବିଶେଷ୍ୟ - ପୁଂ—(ଶକ୍ ଧାତୁ+କର୍ତ୍ତୃ. ର) ସମ୍ପାଦନା

୧. ଇନ୍ଦ୍ର — ୧. Indra.
୨. ପେଚକ —୨. Owl.
୩. କୁଟକ ଗୁଳ୍ମ; ପିତାକୋରୁଆ —୩. A plant; Wrightia Antidysenterica.
୪. ଅର୍ଜୁନ ବୃକ୍ଷ — ୪. A tree; Terminalia Alata Glabra.

[ଉ—(୧,୩,୪)—ବରୁଣ ଶତ୍ରାଦି ସୁମନସ ସ୍ଫୁଟ ଯହିଁ ଭଞ୍ଜ. ବୈଦେହୀଶବିଳାସ]

୫. (ଜ୍ୟୋତିଷ) ଜ୍ୟେଷ୍ଠା ନକ୍ଷତ୍ର (ଇନ୍ଦ ଏଥିର ଅଧିଷ୍ଠାତା) — ୫. (Hindu astrology) The ୧୮th lunar mansion.
୬. ମହାଦେବଙ୍କ ନାମ —୬. A name of Ṡiba (Apte).
୭. ଚଉଦ ସଂଖ୍ୟା —୭. The number fourteen. (Apte)

ଦେଶଜ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

ଲୋକଙ୍କୁ ଦିଆଯିବା ନାମ —Name given to male persons.