ଶକ୍ତ କଥା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ଆରବୀ - ଶଖତ୍+ସଂସ୍କୃତ - କଥା) ସମ୍ପାଦନା

୧. ଗୁରୁତର ବିଷୟ ୧. Seroius matter.
୨. ଅସାଧ୍ୟ ବା କଷ୍ଟ— ସାଧ୍ୟ ବିଷୟ —୨. A difficult matter.