ଶକ୍ତ୍ରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

ବଶିଷ୍ଠ ମୁନିଙ୍କର ଜ୍ୟେଷ୍ଠ ପୁତ୍ର ଓ ପରାଶରଙ୍କ ପିତା —The eldest son of sage Baṡishṭha.

[ଦ୍ରଷ୍ଟବ୍ୟ —ଏହାଙ୍କ ପତ୍ନୀଙ୍କ ନାମ ଅଦୃଶ୍ୟନ୍ତୀ ଏକଦା ରାଜା କଳ୍ମାଷପାଦ ମୃଗୟାରୁ ଫେରିବା ସମୟରେ ବାଟରେ ଏହାଙ୍କୁ ଦେଖିଲେ ଏ ରାଜାଙ୍କୁ ବାଟ ଛାଡ଼ି ନ ଦେବାରୁ ରାଜା ଏହାଙ୍କୁ କଶାଘାତୃ କଲେ ତହୁଁ ଏ କ୍ରୁଦ୍ଧ ହୋଇ ରାଜାଙ୍କୁ ଅଭିଶାପ ଦେବାରୁ ରାଜା ରାକ୍ଷସ ହୋଇଗଲେ ଏବଂ ସଙ୍ଗେ ସଙ୍ଗେ ଏହାଙ୍କୁ ଗ୍ରାସ କଲେ ସେହି ସମୟରେ ଏହାଙ୍କର ପତ୍ନୀ ଅଦୃଶ୍ୟନ୍ତୀ ଗର୍ଭବତୀ ହୋଇଥିଲେ ଓ ସେହି ଗର୍ଭରୁ ପରାଶର ମୁନି ଜାତ ହେଲେ]