ଶକ୍ତୁ ଫଳା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଶକ୍ତଫଳିକା, ଶକ୍ତୁଫଳୀ—ଅନ୍ୟରୂପ)

ସଂସ୍କୃତ - ବିଶେଷ୍ୟ - (ଶକ୍ତ=ଶସ୍ୟାଦିର ଚୂର୍ଣ୍ଣ ପରି ଫଳ ଯାହାର— ବହୁବ୍ରୀହି; ଶକ୍ତୁ+ଫଳ+ଅ+ଆ, ସ୍ତ୍ରୀ) ସମ୍ପାଦନା

ଶମୀବୃକ୍ଷ; ସାଇଁ ଗଛ —Prosopis Specigera; Acasia Suma; the spung tree.

[ଦ୍ରଷ୍ଟବ୍ୟ —ଏହାର ଛୁଇଁ ମଧ୍ୟରେ ଥିବା ଫଳରେ ଶକ୍ତ ବା ଛତୁଆ ପରି ଗୁଣ୍ଡା ଗୁଣ୍ଡା ମଧ୍ୟରେ ମିଷ୍ଟ ମନୁଷ୍ୟର ଖାଦ୍ୟୋପଯୋଗୀ ଦ୍ରବ୍ୟ ଜନ୍ମୁଥିବାରୁ ଏପରି ନାମ ହୋଇଅଛି]