ଶକ୍ତି ଶୋଧନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (୬ଷ୍ଠୀ ତତ୍) ସମ୍ପାଦନା

କୌଣସି ସ୍ତ୍ରୀଙ୍କୁ ଶକ୍ତିରୂପେ ପୂଜା କରିବା ପୂର୍ବରୁ ତାଙ୍କୁ ଶୁଦ୍ଧ କରିବାରୂପ ତାନ୍ତ୍ରିକ ବିଶିଷ୍ଟ କ୍ରିୟା (ହିନ୍ଦୀ - ଶ.) —Purificatory rites performed in respect of the female whom a Tāntrika worshipper worships as incarnation of Ṡakti.