ଶକ୍ତି ରହିତ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଶକ୍ତି ରହିତା—ସ୍ତ୍ରୀ) 

(ଶକ୍ତି ରାହିତ୍ୟ—ବିଶେଷ୍ୟ)

ସଂସ୍କୃତ -ବିଶେଷଣ - (ଶକ୍ତି+ରହିତ; ୩ୟା ତତ୍) ସମ୍ପାଦନା

ସାମର୍ଥ୍ୟହାନ; କ୍ଷମତାହୀନ; ନିର୍ବଳ —Powerless impotent; shorn or devoid of energy.