ଶକ୍ତି ଗ୍ରହ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ -(ଶକ୍ତି+ଗ୍ରହ ଧାତୁ+କର୍ତ୍ତୃ. ଅ) ସମ୍ପାଦନା

ଶକ୍ତିନାମକ ଯୁଦ୍ଧାସ୍ତ୍ରଧାରୀ —Armed with the weapon ṡakti.

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ଶିବ; ମହାଦେବ —୧. Lord Ṡiba.

[ଦର—ମହାଦେବ 'ଶକ୍ତିଗ୍ରହ' ନାମରେ ଅଭିହିତ; କାରଣ ଏ ଶକ୍ତିରୂପିଣୀ ଦୂର୍ଗାଙ୍କୁ ଧାରଣ କରି ଅଛନ୍ତି]

୨. ଶବ୍ଦର ଅଥବାଚକ ବୃତ୍ତିର ବା ଶକ୍ତିର ପରିଜ୍ଞାନ —୨. The realisation of the import of a word.
୩. କାର୍ତ୍ତିକେୟ —୩. Kārttikeya, the son of Ṡiba.

[ଦ୍ରଷ୍ଟବ୍ୟ — ଏ ଶକ୍ତି ଅସ୍ତ୍ର ଧାରଣ କରି ଦେବାସୁର ଯୁଦ୍ଧରେ ଦେବ ସେନାଙ୍କର ନାୟକତ୍ୱ ଗ୍ରହଣ କରିଥିଲେ]