ଶକ୍ତିଶାଳୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଶକ୍ତି ଶାଳିନୀ—ସ୍ତ୍ରୀ) 

(ଶକ୍ତି ଶାଳିକା—ବି)

  • (file)

ସଂସ୍କୃତ - ବିଶେଷଣ - ପୁଂ—(ଶକ୍ତି+ଅଛି ଅର୍ଥରେ ଶାଳିନି; ୧ମା ୧ବ) ସମ୍ପାଦନା

କ୍ଷମତାଶାଳୀ; ପରାକ୍ରମଶାଳୀ; କ୍ଷମତା ବା ସାମର୍ଥ ବିଶିଷ୍ଟ —Powerful; energetic; having the necessary ability.