ଶକ୍ତିଧର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - ପୁଂ—(ଶକ୍ତି+ଧୃ ଧାତୁ+କର୍ତ୍ତୃ. ଅ) ସମ୍ପାଦନା

୧. ଶକ୍ତିନାମକ ଅସ୍ତ୍ରଧାରୀ —୧. Armed with the weapon Ṡakti.
୨. ଶକ୍ତିଶାଳୀ —୨. Powerful.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

୧. କାର୍ତ୍ତିକେୟ —୧. Kārtikeya, the son of Ṡiba.
୨. ଶିବ; ମହାଦେବ — ୨. Ṡiba.