ଶକ୍କରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଶକ୍କର+ଈ) ସମ୍ପାଦନା

୧. ଚାଣ୍ଡାଳୀ; ଚଣ୍ଡାଳୁଣୀ — ୧. A woman of the Chaṅḍaḻa caste.

[ଦ୍ରଷ୍ଟବ୍ୟ —ଶୂଦ୍ର ପିତା ଓ ବ୍ରାହ୍ମଣୀ ମାତାଠାରୁ ଉତ୍ପନ୍ନ ଜାତି] ===

୨. କେତେକ ସଂସ୍କୃତ ଛାନ୍ଦର ନାମ —୨. Name of some Sankrit metres.

[ଦ୍ରଷ୍ଟବ୍ୟ —ଏହା ୧୪: ଅକ୍ଷର ବିଶିଷ୍ଟ ଛନ୍ଦ; ବସନ୍ତତିଳକା, ଅସଂବାଧା, ଅପରାଜିତା, ଗ୍ରହଣ କଳିକା, ବାସନ୍ତୀ, ମଞ୍ଜରୀ, କୁଟିଳ, ଇନ୍ଦୁବଦନା, ଚକ୍ର, ନାନ୍ଦୀ ମୁକ, ଲାଳୀ, ଆନନ୍ଦ ଏହି ଛନ୍ଦମାନଙ୍କ ମଧ୍ୟରେ ବସନ୍ତ ତିଳା ପ୍ରସିଦ୍ଧ—ହିନ୍ଦୀ - ଶ.]

୩. ମେଖଳା; ଚନ୍ଦ୍ରହାର —୩. Waist-chain; a girdle.
୪. ପ୍ରାଚନ ନଦୀ ବିଶେଷ (ହିନ୍ଦୀ - ଶ.) —୪. Name of an ancient river.