ଶକେଇବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଶକେଇ ହେବା—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ଦେଶଜ - କ୍ରି—(ଧ୍ୱନ୍ୟନୁକରଣ) ସମ୍ପାଦନା

ନିଶ୍ୱାସରୋଧ ପୂର୍ବକ କ୍ରନ୍ଦନର ଧାରାକୁ ମଝିରେ ମଝିରେ ବନ୍ଦ କରି କାନ୍ଦିବା; କାତର କ୍ରନ୍ଦନ ଧ୍ୱନି କରିବା — To sob; to cry with sobs.