ଶକୁଳାର୍ଭକ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ସଂସ୍କୃତ - ବି—(ଶକୁଳ+ଶେଉଳ+ଶିଶୁ; ୬ଷ୍ଠୀ ତତ୍) ସମ୍ପାଦନା

୧. ଶେଉଳ କଢ଼ା; ଶେଉଳଖାଡ଼ିଆ — ୧. Small ṡeula fish.
୨. ଗଡ଼କ; ଗଡ଼ିଶା; ଗଡ଼େଇ ମାଛ —୨. Ophecephalus Punctatus.

ଦ୍ର—ଏହି ମାଛମାନେ ଦୈର୍ଘ୍ୟରେ ୧ଫୁଟ ପର୍ଯ୍ୟନ୍ତ ବଢ଼ନ୍ତି, ଆକାର ଶେଉଳ ମାଛ ପରି; କିନ୍ତୁ ଅଧିକ ଫକ୍କା ପିଠି ଈଷତ୍ ଶାଗୁଆ ଓ ପେଟ ଧଳା; ମୁଣ୍ଡ ପାଖରେ କଳା ଡୋରା ଥାଏ]