ଶକୁଳାର୍ଭକ
ଶକୁଳାର୍ଭକ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାସଂସ୍କୃତ - ବି—(ଶକୁଳ+ଶେଉଳ+ଶିଶୁ; ୬ଷ୍ଠୀ ତତ୍)
ସମ୍ପାଦନା- ୧. ଶେଉଳ କଢ଼ା; ଶେଉଳଖାଡ଼ିଆ — ୧. Small ṡeula fish.
- ୨. ଗଡ଼କ; ଗଡ଼ିଶା; ଗଡ଼େଇ ମାଛ —୨. Ophecephalus Punctatus.
ଦ୍ର—ଏହି ମାଛମାନେ ଦୈର୍ଘ୍ୟରେ ୧ଫୁଟ ପର୍ଯ୍ୟନ୍ତ ବଢ଼ନ୍ତି, ଆକାର ଶେଉଳ ମାଛ ପରି; କିନ୍ତୁ ଅଧିକ ଫକ୍କା ପିଠି ଈଷତ୍ ଶାଗୁଆ ଓ ପେଟ ଧଳା; ମୁଣ୍ଡ ପାଖରେ କଳା ଡୋରା ଥାଏ]