ଶକୁଳାକ୍ଷ
ଶକୁଳାକ୍ଷ
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଶକୁଳାକ୍ଷ
[ଶକୁଳାକ୍ଷକ—ଅନ୍ୟରୂପ]
ସଂସ୍କୃତ - ବି—(ଶକୁଳ+ଅକ୍ଷି; ଶେଉଳମାଛ ପରି ଆଖି ଯାହାର)
ସମ୍ପାଦନା- ୧. ଶ୍ୱେତ ଦୂର୍ବା; ଧଳା ଦୂବ; ଛେତ ଦୂବ —୧. Creeping cynodon.
[ଦ୍ରଷ୍ଟବ୍ୟ —ଏହାର ଚେର ଗୋରୁମାନଙ୍କ ପକ୍ଷରେ ଅତ୍ୟନ୍ତ ଉପକାରୀ, ଏବଂ ପୃଷ୍ଟିକର ଏହା କଷାୟ ତିକ୍ତ ମଧୁର ରସ, ବ୍ରଣନାଶକ, ତେଜୋବର୍ଦ୍ଧକ ଓ ଶୀତବୀର୍ଯ୍ୟ ଏହା ବିସପି, ରକ୍ତଦୋଷ, ପିତ୍ତ, କଫ, ତୃଷ୍ଣା ଓ ଦାହନାଶକ]