ଶକୁଳ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଶକୁଳ—ଅନ୍ୟରୂପ)

ଅନୁବାଦ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଶକ୍ ଧାତୁ+କର୍ତ୍ତୃ. ଉଳ. ଊଳ) ସମ୍ପାଦନା

ଶେଉଳ ମାଛ —A species of scaly fish; Ophicephalus Striatus.

[ଦ୍ରଷ୍ଟବ୍ୟ — ଏହା କର୍ଦ୍ଦମଚର ସର୍ପବତ୍ ମୁଣ୍ଡବିଶିଷ୍ଟ, ଶକଳୀ ମାଛ ଏହା ଦୁଇ ହାତ ପର୍ଯ୍ୟନ୍ତ ଲମ୍ୱ ହୁଏ ଓ ଏହାର ଦେହ ଗୋଲ, ପିଠି ଫକା କଳା ଓ ପେଟ ହଳଦିଆ ମିଶା ଧଳା ଏମାନଙ୍କ ପଙ୍କ ଓ ଦ ମଧ୍ୟରେ ରହନ୍ତି ଓ ସ୍ଥିର— ଜଳଶୟରେ ବାସ କରନ୍ତି ଏମାନଙ୍କର ଜାଆଁଳମାନେ ସିନ୍ଦୁରପରି ନାଲିଆ

ଶାଳମାଛ ଏହି ଜାତୀୟ; କିନ୍ତୁ ଏମାନଙ୍କଠାରୁ ବଡ଼ ଓ ଗାଢ଼ତର କୃଷ୍ଣବର୍ଣ୍ଣ ଶାଳମାଛଙ୍କ ଲାଙ୍ଗୁଡ଼ ପାଖରେ କୃଷ୍ଣ ବର୍ଣ୍ଣ ଚତ୍ରଚିହ୍ନ ଥାଏ ଶକୁଳକୁ ଭାଷାରେ ଶଉଳ, ଶେଉଳ, ସଉଳ, ସେଉଳ ବୋଲାଯାଏ ଓ ଛୋଟ ଶେଉଳମାଛଙ୍କ ଶେଉଳକଢ଼ା (ଖଡ଼ିଆ) ବୋଲାଯାଏ ଗଡ଼ିଶାମାନେ ଏହି ଜାତୀୟ; କିନ୍ତୁ ଏମାନଙ୍କଠାରୁ ଛୋଟ ଓ ବର୍ଣ୍ଣରେ ଫକା