ଶକୁନୀ ମାତୃକା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଏକ ପ୍ରକାର ବାଳରୋଗ — A kind of infantile disease.

[ଦ୍ରଷ୍ଟବ୍ୟ —ଏ ବ୍ୟାଧି ପିଲାଙ୍କୁ ଜନ୍ମର ୬ଷ୍ଠ ଦିନ, ୬ଷ୍ଠ ମାସ ବା ୬ଷ୍ଠ ବର୍ଷରେ ଧରେ ଏଥିରେ ଜ୍ୱତ ଓ କମ୍ପ ହୁଏ ଓ ଊର୍ଦ୍ଧ୍ୱ ଦୃଷ୍ଟି ହୁଏ ଏହା ବଡ଼ ପୀଡ଼ାଦାୟକ ହିନ୍ଦୀ - ଶବ୍ଦସାଗର]