ଶକୁନୀ
ଶକୁନୀ
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଶକୁନି+ଈ, ସ୍ତ୍ରୀ)
ସମ୍ପାଦନା- ୧. ମାଈ ଶାଗୁଣା — ୧. A she-vulture.
- ୨. ଶ୍ୟାମା ପକ୍ଷୀ — ୨. A bird (a whistling bird); Cittocincla Macura.
- ୩. ମାଈ ଘରଚଟିଆ —୩. A hen- sparrow (Apte).
- ୪. ସୁଶ୍ରୁତ ଅନୁସାରେ ବାଳ ଗ୍ରହ ବିଶେଷ —Name of an infantile disease
personified.
[ଦ୍ରଷ୍ଟବ୍ୟ —ଯେଉଁ ବାଳକକୁ ଏହା ଆକ୍ରମଣ କରେ ତାହାର ଅଙ୍ଗ ଶିଥିଳ ହୁଏ, ଦେହ ଜଳା ପୋଡ଼ା କରେ, ବ୍ରଣ ଆଦି ହୁଏ, ଦେହରୁ ପକ୍ଷୀ— ମାନଙ୍କ ଗନ୍ଧ ପରି ଗନ୍ଧ ବାହାରେ ଓ ସେ ମଝିରେ ମଝିରେ ଚମକେ—ହିନ୍ଦୀ - ଶ.]