ଶକୁନୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସ୍ତ୍ରୀ—(ଶକୁନି+ଈ, ସ୍ତ୍ରୀ) ସମ୍ପାଦନା

୧. ମାଈ ଶାଗୁଣା — ୧. A she-vulture.
୨. ଶ୍ୟାମା ପକ୍ଷୀ — ୨. A bird (a whistling bird); Cittocincla Macura.
୩. ମାଈ ଘରଚଟିଆ —୩. A hen- sparrow (Apte).
୪. ସୁଶ୍ରୁତ ଅନୁସାରେ ବାଳ ଗ୍ରହ ବିଶେଷ —Name of an infantile disease
personified.

[ଦ୍ରଷ୍ଟବ୍ୟ —ଯେଉଁ ବାଳକକୁ ଏହା ଆକ୍ରମଣ କରେ ତାହାର ଅଙ୍ଗ ଶିଥିଳ ହୁଏ, ଦେହ ଜଳା ପୋଡ଼ା କରେ, ବ୍ରଣ ଆଦି ହୁଏ, ଦେହରୁ ପକ୍ଷୀ— ମାନଙ୍କ ଗନ୍ଧ ପରି ଗନ୍ଧ ବାହାରେ ଓ ସେ ମଝିରେ ମଝିରେ ଚମକେ—ହିନ୍ଦୀ - ଶ.]