ଶକୁନି ମା(ମୁଁ)
ଶକୁନି ମା(ମୁଁ)
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଦେଶଜ - ବି—(ଲକ୍ଷଣାର୍ଥ)
ସମ୍ପାଦନା(ଦୁର୍ଯ୍ୟୋଧନଙ୍କ ମାମୁଁ ଶକୁନି କପଟ ବନ୍ଧୁତା ଦେଖାଇ ଆପଣା ଭଣଜାର ସର୍ବନାଶ ଘଟାଇଲା ପରି) ଯେଉଁ ଲୋକ ଆପଣାର ବନ୍ଧ ହୋଇ ଭିତରେ ଭିତରେ ଅନିଷ୍ଟ ସାଧନ କରେ; ଅଣ୍ଟିରେ ଥାଇ ତଣ୍ଟି କାଟିବା ଲୋକ —A relative or friend who feigns friends but who brings about the ruin of a person.