ଶକୁନିଗ୍ରହ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - ସମ୍ପାଦନା

୧. ବାଇରୋଗବିଶେଷ —୧. A kind of infantile disease.

[ଉ— ବନିତାଟି ଶକୁନି ଗ୍ରହ ବୋଲାଇଲେ, ଗର୍ଭରୁ ପିଲାଙ୍କୁ ସେ କାଢ଼ିଣ ଖାଇଲେ—କୃଷ୍ଣସିଂହ ମହାଭାରତ. ବନ]

୨. ସ୍ଫନ୍ଦଙ୍କ ଏକ ଅନୁଚରଙ୍କ ନାମ —Name of a companion of Skanda.