ଶକୁନଜ୍ଞ
[ଶକୁନଜ୍ଞା—ସ୍ତ୍ରୀ]
ନିମିତ୍ତଜ୍ଞ; ଚିହ୍ନିଜ୍ଞ; କାକଚରିତ୍ରଜ୍ଞ —Versed in the art of reading omens.
[ଦ୍ରଷ୍ଟବ୍ୟ — ସାଧାରଣ ଲୋକେ ଏପରି ବ୍ୟକ୍ତିଙ୍କୁ 'ସର୍ବଜ୍ଞ' ବୋଲି ଡାକନ୍ତି]