ଶକୁନଜ୍ଞ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଶକୁନଜ୍ଞା—ସ୍ତ୍ରୀ] 

ସଂସ୍କୃତ - ବିଶେଷଣ - ପୁଲିଙ୍ଗ - (ଶକୁନ+ଜ୍ଞାଧଦାତୁ=ଜାଣିବା+କର୍ତ୍ତୃ. ଅ) ସମ୍ପାଦନା

ନିମିତ୍ତଜ୍ଞ; ଚିହ୍ନିଜ୍ଞ; କାକଚରିତ୍ରଜ୍ଞ —Versed in the art of reading omens.

[ଦ୍ରଷ୍ଟବ୍ୟ — ସାଧାରଣ ଲୋକେ ଏପରି ବ୍ୟକ୍ତିଙ୍କୁ 'ସର୍ବଜ୍ଞ' ବୋଲି ଡାକନ୍ତି]