ଶକର କନ୍ଦ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶର୍କର+କନ୍ଦ) ସମ୍ପାଦନା

୧. ଏକପ୍ରକାର ମିଠା ମୂଳ; ଗୟା ଆଳୁ —୧. A kind of sweet edible root; cassave; tapioca; Manihot Utilissema.

[ଦ୍ରଷ୍ଟବ୍ୟ —ଏହାର ମୂଳ ମିଠା ଓ ଖାଦ୍ୟରୂପେ ବ୍ୟବହୃତ ହୁଏ ଏହା ଆଳୁ ପରି ଲତା ନୁହେଁ; ପତ୍ରସିଝୁ ପରି ଏହା ଏକଜାତୀୟ ଗଛ ଓ ଏହାର ପତ୍ର ଶିମିଳିପତ୍ର ପରି ଏହାର ମୂଳ ଧଳା ଓ ଏହାକୁ କଞ୍ଚା ଖିଆଯାଏ ଏହାର ମୂଳକୁ ଶୁଖାଇ କୁଟି ଏକପ୍ରକାର ସୁଖାଦ୍ୟ ମଇଦା ତିଆରି କରାଯାଏ]

୨. କନ୍ଦମୂଳ ନାମକ ଲତା କନ୍ଦ; ମିଠା ଆଳୁ — ୨. A species of sweet patalo; Ipomoea Batatas.

[ଦ୍ରଷ୍ଟବ୍ୟ —ଏହା ଲତାର ମୂଳ; କଞ୍ଚା ଖାଇ

ହୁଏ ନାହିଁ ଏଥିରେ ଶତକରା ଦଶବାର ଭାଗ ଶର୍କରା ଥାଏ ଏହା ଦୁଇ ବର୍ଣ୍ଣର, ଧଳା ଓ ନାଲି] 

ପ୍ରାଦେଶିକ - (ବସ୍ତର) ବିଶେଷ୍ୟ - (ସଂସ୍କୃତ - ଶର୍କରା+ କନ୍ଦ) ସମ୍ପାଦନା

କନ୍ଦ; ନବାତ — Sugar.