ଶକଟା
ଶକଟା
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ -
ସମ୍ପାଦନାନନ୍ଦରାଜାଙ୍କ ମନ୍ତ୍ରୀ; ଶକଟାର (ଦେଖ) - —Name of the minister of king Nanda.
(ଶକଟାର ଓ ଚନ୍ଦ୍ରଗୁପ୍ତ ଦେଖ) ===
ଦେଶଜ - ବି—(ସଂସ୍କୃତ - ଶକଟ; ଏଥିରେ ଶକଟର ଚିତ୍ରଯୁକକ୍ତ ପଟ ଥିବାରୁ)
ସମ୍ପାଦନାଏକପ୍ରକାର ଦ୍ୟୂତ କ୍ରୀଡ଼ା —A kind of country card game.
[ଉ—ଖେଳାଇଲା ପଶା ଶକଟା ନିରନ୍ତରେ କୃଷ୍ଣସିଂହ. ମହାଭାରତ. ବନ]
[ଦ୍ରଷ୍ଟବ୍ୟ —ଏଥିରେ ତାସ୍ ଓ ଗଞ୍ଜାପାପରି ଚିତ୍ରପଟମାନଙ୍କକଦ୍ୱାରା ଖେଳ ହୁଏ; ବାଜି ରଖାଯାଏ]
ପ୍ରାଦେଶିକ - (ଗଡ଼ାଜାତ) ବିଶେଷ୍ୟ -
ସମ୍ପାଦନାପାଳୁଅ ବା ହଳଦୀ ଜାତୀୟ ଗୁଳ୍ମ —A shrub resembling Pāḻua or turmeric.
[ଦ୍ରଷ୍ଟବ୍ୟ —ଏହାର ମୂଳକକୁ ଘୋରି ପାଳୁଅ ସଙ୍ଗେ ମିଶାନ୍ତି ଖାଇବାକୁ ଏହା କଷା ଲାଗେ]