ଶକଟହା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଶକଟାରି—ଅନ୍ୟରୂପ]

ସଂସ୍କୃତ - ବିଶେଷ୍ୟ - (ଶକଟ=ଶକଟାସୁର+ହନ୍ ଧାତୁ=ବଧ କରିବା+ କର୍ତ୍ତୃ. ଆ, ଶକଟାସୁରର ହନ୍ତା) ସମ୍ପାଦନା

ଶ୍ରୀକୃଷ୍ଣ —An epithet of Ṡrikṛushṇa.