ଶଏବାନ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଦେଶଜ - ବିଶେଷ୍ୟ - (ସଂସ୍କୃତ - ଶାତକୁମ୍ଭ, ସୁବର୍ଣ୍ଣ=ସୁନା) ସମ୍ପାଦନା

ଆଠଥର ଶାଣିତ ସ୍ୱର୍ଣ୍ଣ —Gold which has been polished eight times.

[ଉ—ଅଷ୍ଟାବକ୍ର ବୋଇଲେ ଆଠବାର ଶାହାଣ— ଦେଲେ ସୁନା ଶଏବାନ ହୁଏଟି ଜାଣ କୃଷ୍ଣସିଂହ. ମହାଭାରତ. ବନ]