ଶଏ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)

ଅନୁବାଦ ସମ୍ପାଦନା

ଗ୍ରାମ୍ୟ - (ପଦ୍ୟ) ବିଶେଷ୍ୟ - ଓବିଶେଷଣ - (ସଂସ୍କୃତ - ଶତ) ସମ୍ପାଦନା

ଏକଶତ —A hundred

(ଶହେ ତଳେ ନୋଟ ଦେଖ) [ଉ—ମୋ ଶଏ ବହୃଙ୍କରେ ବଡ଼ବହୂ ତୁହି କୃଷ୍ଣସିଂହ. ମହାଭାରତ. ସଭା]