ଶଉଳ
ଶଉଳ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
[ଶହଳ, ଶିଥଳ—ଅନ୍ୟରୂପ]
ଦେଶଜ - ବି—(ସଂସ୍କୃତ - ଶଲ୍ୟ) ସମ୍ପାଦନା
ଲଙ୍ଗଳର ଅଂଶବିଶେଷ; ହଳର ଯୁଆଳିରେ ବଳଦଙ୍କ କାନ୍ଧ ରହିବା ଅଂଶର ଭିତର ଆଡ଼କୁ ତଳ ଆଡ଼ୁ ଲାଗିଥିବା କାଷ୍ଠର କୀଳକ; ଯୁଗ କୀଳକ —Pins of a near both the ends of the yoke of a plough within which and the ends of the yoke the bullocks are yoked.
ଶଉଳ
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଗ୍ରାମ୍ୟ - ବିଶେଷ୍ୟ - ସମ୍ପାଦନା
- ୧. (ସଂସ୍କୃତ - ଶକୁଳ) ଶକୁଳ (ଦେଖ) - —୧. Ṡakuḻa (See).
- ୨. (ସଂସ୍କୃତ - ଶଲ୍ୟ) ଶଅଳ (ଦେଖ) - — ୨. Sa-aḻa. (See)