ଶଉରି

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଗ୍ରାମ୍ୟ - ବିଶେଷ୍ୟ - (ପୁଂ) (ସଂସ୍କୃତ - ଶୌରି) ସମ୍ପାଦନା

୧. ଲୋକଙ୍କ ନାମ — ୧. Name given to males.
୨. (ସ୍ତ୍ରୀ) ସ୍ତ୍ରୀଙ୍କ ନାମ —୨. Name given to females.
୩. ଶନି ଗ୍ରହ —୩. The planet Saturn.

[ଉ—ପୁଣି ଚନ୍ଦ୍ରଭୋଗ କରେ ଏ ନିତ୍ୟ ଶଉରୀ ସଙ୍ଗରେ ସଭେଦ କୃତ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ]

୪. ବିଷ୍ଣୁ — ୪. Bishṇu.
୫. ରାମାୟଣବର୍ଣ୍ଣିତ ମର୍କଟଯୂଥପତି — ୫. Name of a monkey leader in Rāmāyaṇa.

[ଉ—ବଳକଷି ଦାଶରଥି ଶଉରି— ଭଞ୍ଜ. ବୈଦେହୀଶବିଳାସ]