ଶଉରି
ଶଉରି
ଉଚ୍ଚାରଣ
ସମ୍ପାଦନାଗ୍ରାମ୍ୟ - ବିଶେଷ୍ୟ - (ପୁଂ) (ସଂସ୍କୃତ - ଶୌରି)
ସମ୍ପାଦନା- ୧. ଲୋକଙ୍କ ନାମ — ୧. Name given to males.
- ୨. (ସ୍ତ୍ରୀ) ସ୍ତ୍ରୀଙ୍କ ନାମ —୨. Name given to females.
- ୩. ଶନି ଗ୍ରହ —୩. The planet Saturn.
[ଉ—ପୁଣି ଚନ୍ଦ୍ରଭୋଗ କରେ ଏ ନିତ୍ୟ ଶଉରୀ ସଙ୍ଗରେ ସଭେଦ କୃତ ଭଞ୍ଜ. କୋଟିବ୍ରହ୍ମାଣ୍ଡସୁନ୍ଦରୀ]
- ୪. ବିଷ୍ଣୁ — ୪. Bishṇu.
- ୫. ରାମାୟଣବର୍ଣ୍ଣିତ ମର୍କଟଯୂଥପତି — ୫. Name of a monkey leader in Rāmāyaṇa.
[ଉ—ବଳକଷି ଦାଶରଥି ଶଉରି— ଭଞ୍ଜ. ବୈଦେହୀଶବିଳାସ]