ଶଉପ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ସମ୍ପାଦନା

୧. (ସଂସ୍କୃତ - ଶତପୁଷ୍ପ) ପାନମହୁରୀ ଜାତୀୟ କୃଷିଜାତ ଶାକ ବିଶେଷ ଓ ତହିଁର ବୀଜ —୧. Dill seed; Peucedanum Gravelens; Anethum Sowa (Kirtikar).

[ଦ୍ରଷ୍ଟବ୍ୟ —ଏହାର ପତ୍ର ବହୁଚ୍ଛିନ୍ନ, ଫଲ


ଅନୁବାଦ ସମ୍ପାଦନା

ଜୀରା ପରି; କିନ୍ତୁ ଚେପା ଓ ମସୃଣ ବ୍ୟଞ୍ଜନ ଓ ବଡ଼ିର ମସଲାରୂପେ ଓ ଔଷଧରେ ଏହା ବ୍ୟବହୃତ ହୁଏ ଏହି ଜାତୀୟ ଏକପ୍ରକାର ବନ ଶାକକୁ ବଣ ଶଉପ ବା ସାବିତ୍ରୀ କହନ୍ତି ତହିଁର ଫଳ ଶଉପଠାରୁ ଛୋଟ; କିନ୍ତୁ ଗଛ ଶଉପ ଗଛ ପରି Fumaria Parviflova.

[ଏହାର ଅନ୍ୟ ଓ ଏକ ଜାତି ପାରସ୍ୟ ଦେଶରେ ଜନ୍ମେ ଫା, ଶାହତାରା, ହି ପିତପାପଡ଼ା — Fumaria Offcinalis; Fumatory].

୨. (ସଂସ୍କୃତ - ଶପ୍ତ) ଶପ; ସଉପ (ଦେଖ) - —Saupa (See)