ଶଂସ୍ଥ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

(ଶଂସ୍ଥା—ସ୍ତ୍ରୀ) 

ସଂସ୍କୃତ - ବିଶେଷଣ - ପୁଂ—(ଶମ୍=କଲ୍ୟାଣ+ସ୍ଥା ଧାତୁ+କର୍ତ୍ତୃ. ଅ) ସମ୍ପାଦନା

ଶୁଭାନ୍ନିତ; କଲ୍ୟାଣଯୁକ୍ତ; ଭାଗ୍ୟବାନ୍ —Blessed; fortunate; prosperous.