ଶଂସୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

[ଶଂସିନୀ—ସ୍ତ୍ରୀ] 

=== ସଂସ୍କୃତ - ବିଶେଷଣ - ପୁଂ— (ଶନ୍ସ୍ ଧାତୁ+କର୍ତ୍ତୃ. ଇନ୍; ୧ମା. ୧ବ.)

୧. ସୂଚନାକାରୀ; ସୂଚକ —୧. Indicating; making known.
୨. କଥନକାରୀ — ୨. Speaking.

ସଂସ୍କୃତ - ବିଶେଷ୍ୟ - ପୁଲିଙ୍ଗ - ସମ୍ପାଦନା

କଥକ ବ୍ୟକ୍ତି — Speaker.