ଶଂବର

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷ୍ୟ - (ଶମ୍=କଲ୍ୟାଣ+ ବୃ ଧାତୁ=ବରଣ କରିବା ଆଚରଣ କରିବା+କର୍ତ୍ତୃ. ଅ) ସମ୍ପାଦନା

୧. ସିଲିଳ; ଜଳ —
୧. Water.
[ଶଂବରା—ସ୍ତ୍ରୀ] 
୨. ଦିବୋଦାସଙ୍କ ଶତ୍ରୁ ଦୈତ୍ୟବିଶେଷ (ହିନ୍ଦୀ - ଶ.) —୨. Name of demon.

[ଦ୍ରଷ୍ଟବ୍ୟ — ଦିବୋଦାସଙ୍କୁ ରକ୍ଷା କରିବା ପାଇଁ ଇନ୍ଦ୍ର ଏହାକୁ ପର୍ବତରୁ ତଳକୁ ଫିଙ୍ଗି ମାରି ଦେଲେ ରାମାୟଣ ଓ ମହାଭାରତରେ ଏହାକୁ କାମଦେବଙ୍କ ଶତ୍ରୁ ବୋଲା ଯାଇଅଛି—ହିନ୍ଦୀ - ଶ.]

୩. ପ୍ରାଚୀନ କାଳର ଶସ୍ତ୍ରବିଶେଷ (ହିନ୍ଦୀ - ଶ.) —୩. An ancient weapon.
୪. ଯୁଦ୍ଧ; ସମର (ହିନ୍ଦୀ - ଶ.) — ୪. War; battle.
୫. ଏକପ୍ରକାର ମୃଗ; ଶମ୍ୱର ହରିଣ (ହିନ୍ଦୀ - ଶ.) —୫. The Sambhar deer;
୬. ମାଛ (ହିନ୍ଦୀ - ଶ.) —୬. Fish.
୭. ପର୍ବତବିଶେଷ (ହିନ୍ଦୀ - ଶ.) —୭. Name of a mountain.
୮. ଚିତ୍ରକ ବୃକ୍ଷ (ହିନ୍ଦୀ - ଶ.) —୮. Plumbago Zeylanica (plant).
୯. ଲୋଧ୍ର ବୃକ୍ଷ (ହିନ୍ଦୀ - ଶ.) —୯. Simplocus Racemosa (tree)
୧. ଅର୍ଜ୍ଜୁନ ବୃକ୍ଷ (ହିନ୍ଦୀ - ଶ.) —୧୦. Terminalia Arjuna (tree).
୧୧. ତାଳ ବୃକ୍ଷ (ହିନ୍ଦୀ - ଶ.) —୧୧. Palm tree.
୧୨. ଶବର ଚନ୍ଦନ (ଦ୍ରବ୍ୟଗୁଣ) (ଦେଖ) - — ୧୨. Sabara chandana (See).

ସଂସ୍କୃତ - ବିଣପୁଲିଙ୍ଗ - ସମ୍ପାଦନା

୧. ଅତି ଉତ୍ତମ (ହିନ୍ଦୀ - ଶ.) —୧. Very good.
୨. ଭାଗ୍ୟବାନ୍ (ହିନ୍ଦୀ - ଶ.) —୨. Fortunate.
୩. ସୁଖୀ (ହିନ୍ଦୀ - ଶ.) —୩. Happy.