ଶଂବର
ଶଂବର
ଉଚ୍ଚାରଣ
ସମ୍ପାଦନାସଂସ୍କୃତ - ବିଶେଷ୍ୟ - (ଶମ୍=କଲ୍ୟାଣ+ ବୃ ଧାତୁ=ବରଣ କରିବା ଆଚରଣ କରିବା+କର୍ତ୍ତୃ. ଅ)
ସମ୍ପାଦନା- ୧. ସିଲିଳ; ଜଳ —
୧. Water. [ଶଂବରା—ସ୍ତ୍ରୀ]
- ୨. ଦିବୋଦାସଙ୍କ ଶତ୍ରୁ ଦୈତ୍ୟବିଶେଷ (ହିନ୍ଦୀ - ଶ.) —୨. Name of demon.
[ଦ୍ରଷ୍ଟବ୍ୟ — ଦିବୋଦାସଙ୍କୁ ରକ୍ଷା କରିବା ପାଇଁ ଇନ୍ଦ୍ର ଏହାକୁ ପର୍ବତରୁ ତଳକୁ ଫିଙ୍ଗି ମାରି ଦେଲେ ରାମାୟଣ ଓ ମହାଭାରତରେ ଏହାକୁ କାମଦେବଙ୍କ ଶତ୍ରୁ ବୋଲା ଯାଇଅଛି—ହିନ୍ଦୀ - ଶ.]
- ୩. ପ୍ରାଚୀନ କାଳର ଶସ୍ତ୍ରବିଶେଷ (ହିନ୍ଦୀ - ଶ.) —୩. An ancient weapon.
- ୪. ଯୁଦ୍ଧ; ସମର (ହିନ୍ଦୀ - ଶ.) — ୪. War; battle.
- ୫. ଏକପ୍ରକାର ମୃଗ; ଶମ୍ୱର ହରିଣ (ହିନ୍ଦୀ - ଶ.) —୫. The Sambhar deer;
- ୬. ମାଛ (ହିନ୍ଦୀ - ଶ.) —୬. Fish.
- ୭. ପର୍ବତବିଶେଷ (ହିନ୍ଦୀ - ଶ.) —୭. Name of a mountain.
- ୮. ଚିତ୍ରକ ବୃକ୍ଷ (ହିନ୍ଦୀ - ଶ.) —୮. Plumbago Zeylanica (plant).
- ୯. ଲୋଧ୍ର ବୃକ୍ଷ (ହିନ୍ଦୀ - ଶ.) —୯. Simplocus Racemosa (tree)
- ୧. ଅର୍ଜ୍ଜୁନ ବୃକ୍ଷ (ହିନ୍ଦୀ - ଶ.) —୧୦. Terminalia Arjuna (tree).
- ୧୧. ତାଳ ବୃକ୍ଷ (ହିନ୍ଦୀ - ଶ.) —୧୧. Palm tree.
- ୧୨. ଶବର ଚନ୍ଦନ (ଦ୍ରବ୍ୟଗୁଣ) (ଦେଖ) - — ୧୨. Sabara chandana (See).
ସଂସ୍କୃତ - ବିଣପୁଲିଙ୍ଗ -
ସମ୍ପାଦନା- ୧. ଅତି ଉତ୍ତମ (ହିନ୍ଦୀ - ଶ.) —୧. Very good.
- ୨. ଭାଗ୍ୟବାନ୍ (ହିନ୍ଦୀ - ଶ.) —୨. Fortunate.
- ୩. ସୁଖୀ (ହିନ୍ଦୀ - ଶ.) —୩. Happy.