ଶଂବ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ସଂସ୍କୃତ - ବିଶେଷଣ - (ଶମ୍=କଲ୍ୟାଣ+ବ, ଯୁକ୍ତାର୍ଥେ) ସମ୍ପାଦନା

୧. କଲ୍ୟାଣ— ଯୁକ୍ତ —୧. Prosperous.
୨. ଭାଗ୍ୟବାନ୍ — ୨. Blessed.
୩. ସୌଭାଗ୍ୟଶାଳୀ —୩. Fortunate.
୪. ସୁଖୀ —୪. Happy.

ବିଶେଷ୍ୟ - ସମ୍ପାଦନା

୧. ସୌଭାଗ୍ୟ — ୧. Good fortune.
୨. କଲ୍ୟାଣ —୨. Prosperity.
୩. ସର୍ପବିଶେଷ —୩. Name of a snake.
୪. ଇନ୍ଦ୍ରଙ୍କ ବଜ୍ରାସ୍ତ୍ର —୪. Thunderdolt, the weapon of Indra.
୫. ଅଣ୍ଟା ଚାରିପାଖେ ପିନ୍ଧାଯିବା ଲୁହା ଜିଞ୍ଜର (ହିନ୍ଦୀ - ଶ.) —୫. An iron chain worn round the waist.
୬. ପ୍ରାଚୀନ କାଳର ଏକପ୍ରକାର ମାପ (ହିନ୍ଦୀ - ଶ.) —୬. A kind of measure used in ancient times.
୭. ନିୟମିତ ରୂପେ ହଳ କରିବା କର୍ମ (ହିନ୍ଦୀ - ଶ.) —୭. The act of ploughing regularly.