ଲୟ କରିବା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - କ୍ରିୟାପଦ - ସମ୍ପାଦନା

୧. କୌଣସି ବିଷୟ ପ୍ରତି ଧ୍ୟାନ ବା ମନୋଯୋଗ ଦେବା —୧. To concentrate one's attention to a particular thing.
୨. ଧ୍ୟାନ କରିବା —୨. To contemplate.
୩. ବିନାଶ କରିବା — ୩. To destroy.