ଲୟସ୍
ଲୟସ୍
ଉଚ୍ଚାରଣ
ସମ୍ପାଦନାଅନୁବାଦ
ସମ୍ପାଦନାଲୟସ୍
|
ଦେଶଜ - ବିଶେଷ୍ୟ - (ସଂସ୍କୃତ - ଲୟ)
ସମ୍ପାଦନା- ୧. ଲହସ; ଧ୍ୟାନ —୧. Attent-tion.
(ଯଥା—ମୋର ଉକ୍ତ ବିଷୟ ପ୍ରତି ଲୟସ୍ ରହି ପାରିଲା ନାହିଁ)
- ୨. (ସଂସ୍କୃତ - ଲୟ; ତୁଳ. ଫାରାସୀ - ଅୟସ୍)—ଅୟସ;
ବିଳାସ; ସୁଖଭୋଗ —୨. Luxury; enjoyment
ଅନୁବାଦ
ସମ୍ପାଦନା(ଯଥା—ସାଆନ୍ତେ ତାଙ୍କ ନାଟୁଆଟୋକାକୁ ଭାରି ଲୟସ୍ରେ ରଖିଅଛନ୍ତି)