ଲୋ(ଥୁ)ରା

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ଓ ବିଶେଷଣ - ପୁଂ—(ସଂସ୍କୃତ - ସ୍ଥୂଳକାୟ)— ସମ୍ପାଦନା

୧. ନପୁଂସକ ବ୍ୟକ୍ତି; ହେଞ୍ଜାଡ଼ା —୧. An impotent person; eunoch.
୨. ଅତିରିକ୍ତ ବୟସ୍କ ହୋଇ ସୁଦ୍ଧା ଯେ ବିବାହ କରି ନ ଥାଏ —୨. (A. person) Who is bstill a bachelor in an advanced age.
୩. ଅତି ସ୍ଥୂଳକାୟ ବ୍ୟକ୍ତି — ୩. A fat or corpulent person.