ଲୋଲ୍

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

  • (file)
  • (file)

ପ୍ରାଦେଶିକ - (ଖଡ଼ିଆଳ) ବିଶେଷ୍ୟ - ସମ୍ପାଦନା

ନୋଳା; ବେତ ଆଦିର ପ୍ରହାର ଯୋଗୁଁ ଶରୀରରେ ରହିଯିବା ଲମ୍ୱ ଦାଗ — Long marks left of the body by the strips of caning.