ଲୋଲା
ଲୋଲା
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ଖଡ଼ିଆଳ) ବିଶେଷ୍ୟ -
ସମ୍ପାଦନାନୋଳା; ବେତ ଆଦିର ପ୍ରହାର ଯୋଗୁଁ ଶରୀରରେ ରହିଯିବା ଲମ୍ୱ ଦାଗ — Long marks left of the body by the strips of caning.
ଲୋଲା
ଉଚ୍ଚାରଣ
ସମ୍ପାଦନାପ୍ରାଦେଶିକ - (ଖଡ଼ିଆଳ) ବିଶେଷ୍ୟ -
ସମ୍ପାଦନାକ୍ଷେତ୍ର ଚଷିବାବେଳେ ଲଙ୍ଗଳରେ ଲାଗିଯିବା ଜମିର ଘାସ —Grass clinging to the plough during ploughing.