ଲୋଥୁରୀ

ଓଡ଼ିଆ ସମ୍ପାଦନା

ଉଚ୍ଚାରଣ ସମ୍ପାଦନା

ଅନୁବାଦ ସମ୍ପାଦନା

ଦେଶଜ - ବିଶେଷ୍ୟ - ଓ ବିଣ—ସ୍ତ୍ରୀ ସମ୍ପାଦନା

୧. ସ୍ତ୍ରୀସ୍ୱଭାବରହିତା ସ୍ତ୍ରୀ; ହେଞ୍ଜେଡ଼ୀ —୧. A woman showing no external signs of femininity.
୨. ବୟସ୍କା କୁମାରୀ; ଅଭିଆଡ଼ୀ; ଦରବୁଢ଼ୀ — ୨. Grown up maid.
୩. ଅତି ସ୍ଥୂଳକାୟ ସ୍ତ୍ରୀ — ୩. Very corpulent woman.