ଲୋଥରା
ଲୋଥରା
ଓଡ଼ିଆ ସମ୍ପାଦନା
ଉଚ୍ଚାରଣ ସମ୍ପାଦନା
ଅନୁବାଦ ସମ୍ପାଦନା
ଲୋଥରା
|
ଦେଶଜ - ବିଶେଷ୍ୟ - ଓ ବିଶେଷଣ - ପୁଂ—(ସଂସ୍କୃତ - ସ୍ଥୂଳକାୟ)— ସମ୍ପାଦନା
- ୧. ନପୁଂସକ ବ୍ୟକ୍ତି; ହେଞ୍ଜାଡ଼ା —୧. An impotent person; eunoch.
- ୨. ଅତିରିକ୍ତ ବୟସ୍କ ହୋଇ ସୁଦ୍ଧା ଯେ ବିବାହ କରି ନ ଥାଏ —୨. (A. person) Who is bstill a bachelor in an advanced age.
- ୩. ଅତି ସ୍ଥୂଳକାୟ ବ୍ୟକ୍ତି — ୩. A fat or corpulent person.